Odisha Police IRB OSAP & Fire GK Question Answer

Table of Contents

Odisha Police IRB OSAP & Fire GK Question Answer

This Odisha Police IRB OSAP & Fire GK Question Answer is most important for you . Beacause in this post we provide you all inportant exam related general knowledge question answer for your police exam . So please kindly stay with us to improve your

1.କେଉଁ ଦେଶ କୁ ମଧ୍ୟ ରାତ୍ରି ର ସୂର୍ଯ୍ୟ ବୋଲି କୁହାଯାଏ ?

  • ପ୍ୟାରିସ 
  • ମିଆଁମାର
  • କୋରିଆ 
  • ନରୱେ

2.କେଉଁ ଦେଶ କୁ ଗୋଲଡେନ ପାଗୋଡା ର ଦେଶ ବୋଲି କୁହା ଯାଏ ?

  • ଭାରତ 
  • ଭୁଟାନ
  • ଚାଇନା 
  • ମିଆଁମାର

3.କେଉଁ ମୋଗଲ ଶାସକ ଜଜିଆ କର  କୁ ଲାଗୁ କରିଥିଲେ ?

  • ଆକବର
  • ବାବର
  • କୁତୁବୁଧୀନ ଆଇବାକ 
  • ମହମଦ ବିନ କାସିମ 

4.କେଉଁ ମୋଗଲ ଶାସକ ତାଙ୍କର ପ୍ରଚଳିତ ମୁଦ୍ରା ରେ ଦେବୀ ଲକ୍ଷ୍ମୀ ଙ୍କୁ  ଲଗାଇ ଥିଲେ ?

  • ଆକବର
  • ମହମଦ ଘୋରି
  • ମୀର କାସିମ 
  • ସାହାଜାହାନ 

5.୧୮୫୭ ସିପାହୀ ବିଦ୍ରୋହ କେଉଁ ସ୍ତନ ରୁ ଆରମ୍ଭ ହୋଇଥିଲା ?

  • ଥାଣେ
  • ପୁନେ
  • ମିରଟ 
  • ଅମ୍ରିତସର

6.୧୮୫୭ ସିପାହୀ ବିଦ୍ରୋହ ସମୟରେ କିଏ  ଗଭରନର ଜେନେରାଲ ଥିଲେ ?

  • ଲର୍ଡ଼ ହଷ୍ଟିଙ୍ଗ 
  • ଲର୍ଡ଼ କ୍ୟାନିଂ 
  • ଲର୍ଡ଼ ରିପନ
  • ଲର୍ଡ଼ ଜେନେରାଲ ଦାୟର 

7.ଭାସ୍କୋଡାଗାମା କେବେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ?

  • ୧୪୯୬ 
  • ୧୪୫୯ 
  • ୧୪୮୯  
  • ୧୪୯୮

8.ଭାରତୀୟ ଜାତୀୟ ସଙ୍ଗୀତର ରଚୟତା କିଏ ଅଟନ୍ତି ?

  • ମୋରାଜୀ ଦେଶାଇ
  • ରବୀନ୍ଦ୍ରନାଥ ଟାଗୋର
  • ଜବାହାରଲାଲ ନେହେରୁ
  • ମହାତ୍ମା ଗାନ୍ଧୀ. 

9.ଭାରତର ପ୍ରଥମ ସିମେଣ୍ଟ ଫାକ୍ଟ୍ରି କେଉଁଠାରେ ତିଆରି କରାଯାଇଥିଲା. 

  • କୋଲକାତା
  • ଚେନ୍ନାଇ. 
  • ବିଶାଖାପାଟନମ. 
  • ଭୁବନେଶ୍ୱର. 

10.କେଉଁ ସହରକୁ ଭାରତର ଇଲେକ୍ଟ୍ରୋନିକ୍ସ ସହର  ବୋଲି କୁହାଯାଏ ?

  • ଚେନ୍ନାଇ
  • ବାଙ୍ଗାଲୋର
  • ମୁମ୍ବାଇ 
  • ଦିଲ୍ଲୀ. 

11.ଭାରତର କେଉଁ ରାଜ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଇଣ୍ଟର୍ନାସ୍ନାଲ୍ ଏୟାର୍ପୋର୍ଟ ରହିଅଛି ?

  • ଆନ୍ଧ୍ରପ୍ରଦେଶ 
  • ମଧ୍ୟପ୍ରଦେଶ
  • ପଶ୍ଚିମବଙ୍ଗ 
  • ତାମିଲନାଡ଼ୁ

12.କେଉଁ ସହରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ରହିଅଛି ?

  • ବିଶାଖାପାଟନମ 
  • ହାଇଦ୍ରାବାଦ 
  • ଅହମଦାବାଦ 
  • ପୁଣେ. 

13.ଜବଲପୁର କେଉଁ ନଦୀ କୂଳରେ ଅବସ୍ଥିତ ?

  • ନର୍ମଦା
  • କାବେରୀ
  • କ୍ରିଷ୍ଣା
  • ଗୋଦାବରୀ.

14.38 ପାରାଲାଲ୍ ବର୍ଡର ଲାଇନ୍. କେଉଁ 2 ଦେଶ ମଧ୍ୟରେ ରହିଅଛି ?

  • ଉତ୍ତର ଆମେରିକା : ଦକ୍ଷିଣ ଆମେରିକା
  • ଉତ୍ତର କୋରିଆ ; ଦକ୍ଷିଣ କୋରିଆ
  • ଇଣ୍ଡିଆ : ଚାଇନା
  • ପାକିସ୍ତାନ : ଆଫଗାନିସ୍ତାନ

15.ମିଆଁମାରର ପୁରୁଣା ନାମ କଣ ଅଟେ ?

  • ସୁଦାନ
  • ବର୍ମା
  • ବରମୁଡା
  • ଶିଲଙ୍ଗ. 

16.ଦୌରାଣ୍ଡ ବର୍ଡର ଲାଇନ୍ କେଉଁ 2 ଦେଶ ମଧ୍ୟରେ ରହିଅଛି ?

  • ପାକିସ୍ତାନ : ଇଣ୍ଡିଆ
  • ଇଣ୍ଡିଆ : ଚାଇନା
  • ପାକିସ୍ତାନ : ଆଫଗାନିସ୍ତାନ. 
  • ଆଫଗାନିସ୍ତାନ : ଇଣ୍ଡିଆ. 

17.ଏଥିମଧ୍ୟରୁ କେଉଁଥିରେ ଜାତିପ୍ରଥାର ପ୍ରମାଣ ରହିଅଛି ?

  • ନବମ ମଣ୍ଡଳ ରିଗ ବେଦ 
  • ତୃତୀୟ ମଣ୍ଡଳ ରିଗ ବେଦ 
  • ଚତୁର୍ଥ ମଣ୍ଡଳ ରିଗ ବେଦ 
  • ଦଶମ ମଣ୍ଡଳ  ରିଗ ବେଦ

18.ଏଥିମଧ୍ୟରୁ କେଉଁ ଦେଶକୁ ଲବଙ୍ଗ ଦ୍ବୀପ ବୋଲି କୁହାଯାଏ ?

  • ମାଳଦୀପ
  • ଅଷ୍ଟ୍ରେଲିଆ
  • କ୍ୟୁବା
  • ଯାଁଜିବର 

19.କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?

  • ୨୬୦ ବି ସି 
  • ୨୬୧ ବି ସି 
  • ୨୬୫ ବି ସି 
  • ୨୬୩ ବି ସି 

20.ଓଡିଶା ର ପ୍ରଥମ ରାଜଧନୀ କେଉଁଟି ଅଟେ ?

  • କଟକ 
  • ପୁରୀ
  • ଖୋର୍ଦ୍ଧା 
  • ଭୁବନେଶ୍ୱର 

Leave a comment