Railway TTE Vacancy 2023 | Latest Railway Vacancy 2023 Apply Now

Railway TTE Vacancy 2023 | Latest Railway Vacancy 2023 Apply Now

Railway TTE Vacancy 2023 : ଆଗାମୀ ଦିନରେ ରେଳ ବିଭାଗ ତରଫରୁ 7000 ରୁ ଅଧିକ ପଦବି ଟିକେଟ କଲେକ୍ଟର ପାଇଁ ଆସିବାକୁ ଯାଉଛି ଯାହା ରେଳବିଭାଗ ବର୍ତ୍ତମାନ ସମୟରେ ଘୋଷଣା କରିଛି. ଯଦି ଆପଣମାନେ ଏଥିପାଇଁ ଇଚ୍ଛୁକ ଅଛନ୍ତି ତାହାଲେ ଏହି କଥା ସମସ୍ତ ଜାଣି ରଖନ୍ତୁ .

ଆମେ ଏହି ପୋଷ୍ଟ୍ ମାଧ୍ୟମରେ. ସମ୍ପୂର୍ଣ୍ଣ ସୂଚନା ଆପଣଙ୍କୁ ଜଣାଇଦେଉଛୁ ସେଥିପାଇଁ ଧ୍ୟାନ ଦେଇ ପୋଷ୍ଟକୁ ପଢ଼ିବା ଦରକାର .
 

 

Railway TTE Vacancy 2023 Brief Info

ରେଳବିଭାଗ ତରଫରୁ ଆସିଥିବା ପଦବିର ନାମ ଟିକେଟ୍ କଲେକ୍ଟର ରହିଛି. ଯେଉଁଥିରେ 7000 ଅଧିକ ପୋଷ୍ଟ ଏଠି ଦେଖିବାକୁ ମିଳିଛି . ଏହାକୁ ଆପଣମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ. ତେବେ ସମସ୍ତ ରାଜ୍ୟର ପିଲାମାନେ ଏହି ଫର୍ମକୁ ଆପ୍ଲାଏ କରିପାରିବେ.

Railway TTE Vacancy 2023 Eligibility Criteria

ତେବେ ଆବେଦନ କରିବା ପାଇଁ ଗୋଟିଏ କ୍ୟାଣ୍ଡିଡେଟ ର ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ଦଶମ ସହିତ ଯୁକ୍ତଦୁଇ କମ୍ପ୍ଲିଟ୍ କରିଥିବ ଏବଂ ବୟସ ସୀମା 18 ବର୍ଷରୁ 30 ବର୍ଷ ମଧ୍ୟରେ ହୋଇଥିବ ତାହାଲେ ଆବେଦନ କରିପାରିବ.

ଏବେ ଏଠାରେ ସିଡ୍ୟୁଲ କାଷ୍ଟ, ସିଡ୍ୟୁଲଡ ଟ୍ରାଇବ ଏବଂ ଓବିସି କ୍ୟାଟୋଗୋରିରେ ପିଲାମାନଙ୍କ ପାଇଁ ବୟସସୀମା ରିଲାକ୍ସେସନ୍ ବା କୋହଳ କରାଯାଇଅଛି.

ଏହି ଚାକିରିରେ ଯଦି ଆପଣ ନିଯୁକ୍ତି ପାଉଛନ୍ତି ତାହାଲେ ଆପଣଙ୍କ ଦରମା 5200 ଟଙ୍କାରୁ ଆରମ୍ଭ କରି 20100 ଟଙ୍କା ପର୍ଯ୍ୟନ୍ତ ରହିବ.

ଏହି ଫର୍ମ କୁ ଆବେଦନ କରିବାକୁ ହେଲେ ସମସ୍ତ କ୍ୟାଟୋଗୋରୀରେ ପିଲାମାନଙ୍କ ପାଇଁ. 500 ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ.

ଏଠାରେ ସିଲେକସନ ପ୍ରୋସିଜିଓର ପ୍ରଥମେ ଲିଖିତ ପରୀକ୍ଷା ରହିବ ଏବଂ ତାପରେ ଆପଣମାନଙ୍କ ଇଣ୍ଟରଭିୟୁ କରାଯିବ. ଇଣ୍ଟରଭ୍ୟୁ ପରେ ଡକୁମେଣ୍ଟ ଭେରିଫିକେସନ ହେଲା ପରେ ଉତୀର୍ଣ୍ଣ ହୋଇଥିବା ପିଲା ମାଙ୍କ ମଧ୍ୟରେ ଏକ କଟଅଫ ଲିଷ୍ଟ ଜାରି କାରାଯାଇ ନିଯୁକ୍ତି ଦିଆଯିବ.

ଅଧିକ ସୂଚନା ପାଇଁ ଆପଣମାନେ ଆମର ଅଫିସିଆଲ ୱେବ ସାଇଟ କୁ ଭିଜିଟ କରିପାରିବେ, ଯାହାର ଲିଙ୍କ ଆପଣମାନଙ୍କୁ ଏହି ପୋଷ୍ଟ୍ର ତଳେ ମିଳିଯିବ. ଧନ୍ୟବାଦ

website : www.gvtportal.in

Leave a comment