Odisha Police IRB OSAP & Fire GK Question Answer
This Odisha Police IRB OSAP & Fire GK Question Answer is most important for you . Beacause in this post we provide you all inportant exam related general knowledge question answer for your police exam . So please kindly stay with us to improve your
1.କେଉଁ ଦେଶ କୁ ମଧ୍ୟ ରାତ୍ରି ର ସୂର୍ଯ୍ୟ ବୋଲି କୁହାଯାଏ ?
- ପ୍ୟାରିସ
- ମିଆଁମାର
- କୋରିଆ
- ନରୱେ
2.କେଉଁ ଦେଶ କୁ ଗୋଲଡେନ ପାଗୋଡା ର ଦେଶ ବୋଲି କୁହା ଯାଏ ?
- ଭାରତ
- ଭୁଟାନ
- ଚାଇନା
- ମିଆଁମାର
3.କେଉଁ ମୋଗଲ ଶାସକ ଜଜିଆ କର କୁ ଲାଗୁ କରିଥିଲେ ?
- ଆକବର
- ବାବର
- କୁତୁବୁଧୀନ ଆଇବାକ
- ମହମଦ ବିନ କାସିମ
4.କେଉଁ ମୋଗଲ ଶାସକ ତାଙ୍କର ପ୍ରଚଳିତ ମୁଦ୍ରା ରେ ଦେବୀ ଲକ୍ଷ୍ମୀ ଙ୍କୁ ଲଗାଇ ଥିଲେ ?
- ଆକବର
- ମହମଦ ଘୋରି
- ମୀର କାସିମ
- ସାହାଜାହାନ
5.୧୮୫୭ ସିପାହୀ ବିଦ୍ରୋହ କେଉଁ ସ୍ତନ ରୁ ଆରମ୍ଭ ହୋଇଥିଲା ?
- ଥାଣେ
- ପୁନେ
- ମିରଟ
- ଅମ୍ରିତସର
6.୧୮୫୭ ସିପାହୀ ବିଦ୍ରୋହ ସମୟରେ କିଏ ଗଭରନର ଜେନେରାଲ ଥିଲେ ?
- ଲର୍ଡ଼ ହଷ୍ଟିଙ୍ଗ
- ଲର୍ଡ଼ କ୍ୟାନିଂ
- ଲର୍ଡ଼ ରିପନ
- ଲର୍ଡ଼ ଜେନେରାଲ ଦାୟର
7.ଭାସ୍କୋଡାଗାମା କେବେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ?
- ୧୪୯୬
- ୧୪୫୯
- ୧୪୮୯
- ୧୪୯୮
8.ଭାରତୀୟ ଜାତୀୟ ସଙ୍ଗୀତର ରଚୟତା କିଏ ଅଟନ୍ତି ?
- ମୋରାଜୀ ଦେଶାଇ
- ରବୀନ୍ଦ୍ରନାଥ ଟାଗୋର
- ଜବାହାରଲାଲ ନେହେରୁ
- ମହାତ୍ମା ଗାନ୍ଧୀ.
9.ଭାରତର ପ୍ରଥମ ସିମେଣ୍ଟ ଫାକ୍ଟ୍ରି କେଉଁଠାରେ ତିଆରି କରାଯାଇଥିଲା.
- କୋଲକାତା
- ଚେନ୍ନାଇ.
- ବିଶାଖାପାଟନମ.
- ଭୁବନେଶ୍ୱର.
10.କେଉଁ ସହରକୁ ଭାରତର ଇଲେକ୍ଟ୍ରୋନିକ୍ସ ସହର ବୋଲି କୁହାଯାଏ ?
- ଚେନ୍ନାଇ
- ବାଙ୍ଗାଲୋର
- ମୁମ୍ବାଇ
- ଦିଲ୍ଲୀ.
11.ଭାରତର କେଉଁ ରାଜ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଇଣ୍ଟର୍ନାସ୍ନାଲ୍ ଏୟାର୍ପୋର୍ଟ ରହିଅଛି ?
- ଆନ୍ଧ୍ରପ୍ରଦେଶ
- ମଧ୍ୟପ୍ରଦେଶ
- ପଶ୍ଚିମବଙ୍ଗ
- ତାମିଲନାଡ଼ୁ
12.କେଉଁ ସହରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ରହିଅଛି ?
- ବିଶାଖାପାଟନମ
- ହାଇଦ୍ରାବାଦ
- ଅହମଦାବାଦ
- ପୁଣେ.
13.ଜବଲପୁର କେଉଁ ନଦୀ କୂଳରେ ଅବସ୍ଥିତ ?
- ନର୍ମଦା
- କାବେରୀ
- କ୍ରିଷ୍ଣା
- ଗୋଦାବରୀ.
14.38 ପାରାଲାଲ୍ ବର୍ଡର ଲାଇନ୍. କେଉଁ 2 ଦେଶ ମଧ୍ୟରେ ରହିଅଛି ?
- ଉତ୍ତର ଆମେରିକା : ଦକ୍ଷିଣ ଆମେରିକା
- ଉତ୍ତର କୋରିଆ ; ଦକ୍ଷିଣ କୋରିଆ
- ଇଣ୍ଡିଆ : ଚାଇନା
- ପାକିସ୍ତାନ : ଆଫଗାନିସ୍ତାନ
15.ମିଆଁମାରର ପୁରୁଣା ନାମ କଣ ଅଟେ ?
- ସୁଦାନ
- ବର୍ମା
- ବରମୁଡା
- ଶିଲଙ୍ଗ.
16.ଦୌରାଣ୍ଡ ବର୍ଡର ଲାଇନ୍ କେଉଁ 2 ଦେଶ ମଧ୍ୟରେ ରହିଅଛି ?
- ପାକିସ୍ତାନ : ଇଣ୍ଡିଆ
- ଇଣ୍ଡିଆ : ଚାଇନା
- ପାକିସ୍ତାନ : ଆଫଗାନିସ୍ତାନ.
- ଆଫଗାନିସ୍ତାନ : ଇଣ୍ଡିଆ.
17.ଏଥିମଧ୍ୟରୁ କେଉଁଥିରେ ଜାତିପ୍ରଥାର ପ୍ରମାଣ ରହିଅଛି ?
- ନବମ ମଣ୍ଡଳ ରିଗ ବେଦ
- ତୃତୀୟ ମଣ୍ଡଳ ରିଗ ବେଦ
- ଚତୁର୍ଥ ମଣ୍ଡଳ ରିଗ ବେଦ
- ଦଶମ ମଣ୍ଡଳ ରିଗ ବେଦ
18.ଏଥିମଧ୍ୟରୁ କେଉଁ ଦେଶକୁ ଲବଙ୍ଗ ଦ୍ବୀପ ବୋଲି କୁହାଯାଏ ?
- ମାଳଦୀପ
- ଅଷ୍ଟ୍ରେଲିଆ
- କ୍ୟୁବା
- ଯାଁଜିବର
19.କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?
- ୨୬୦ ବି ସି
- ୨୬୧ ବି ସି
- ୨୬୫ ବି ସି
- ୨୬୩ ବି ସି
20.ଓଡିଶା ର ପ୍ରଥମ ରାଜଧନୀ କେଉଁଟି ଅଟେ ?
- କଟକ
- ପୁରୀ
- ଖୋର୍ଦ୍ଧା
- ଭୁବନେଶ୍ୱର